ରାଜଧାନୀରେ ମାଳ ମାଳ ଜିମ୍; ଜିମ୍ନାସିୟମ୍ରେ ବାଜି ଲାଗୁଚି ଜୀବନ, ବିପଦ ସାଜିପାରେ ଷ୍ଟେର୍ଏଡ ଓ ସପ୍ଲିମେଣ୍ଟ୍13 minutes agomore_vert
କେନ୍ଦୁଝର ପୁଲିସ କବଜାରେ ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ, ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା52 minutes agomore_vert
ପ୍ରେମିକ ସହ ସ୍ତ୍ରୀ ଫେରାର ହେଉଥିବାବେଳେ ଧରିଲା ସ୍ବାମୀ: ଉଭୟଙ୍କୁ ଖୁଣ୍ଟିରେ ବାନ୍ଧିଲା, ନିର୍ଧୂମ ଛେଚିଲା2 hours agomore_vert
ଜନଜାତି ଭାଇ ଭଉଣୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ରହିଛି : କାର୍ତ୍ତିକ ପାଣ୍ଡିଆନ17 hours agomore_vert
କେନ୍ଦ୍ରମନ୍ତ୍ରୀ ବଡ ବଡ କଥା କହୁଛନ୍ତି, ୫ ବର୍ଷ ହେଲା ଶିକ୍ଷାମନ୍ତ୍ରୀ ହେଲେଣି ରାଜ୍ୟ ପାଇଁ କ'ଣ କରିଛନ୍ତି : କାର୍ତ୍ତିକ ପାଣ୍ଡିଆନ18 hours agomore_vert
କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ ସେ ମା'ମାନଙ୍କୁ ବାରମ୍ବାର ଅପମାନିତ ନ କରନ୍ତୁ : କାର୍ତ୍ତିକ ପାଣ୍ଡିଆନ19 hours agomore_vert
ଆସନ୍ତାକାଲିଠୁ ଦିଲ୍ଲୀରେ ନିର୍ବାଚନ ପ୍ରଚାର କରିବ ଆପ୍, ମଙ୍ଗ ଧରିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ସୁନୀତା କେଜ୍ରିୱାଲ20 hours agomore_vert
ଉମରକୋଟରେ କାର୍ତ୍ତିକ ପାଣ୍ଡିଆନଙ୍କ ଜୋରଦାର ପ୍ରଚାର: 'BSKY ଓ ମହିଳା ସଶକ୍ତିକରଣକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ'23 hours agomore_vert
ମେ' ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ତାତିରୁ ମିଳିବନି ନିସ୍ତାର, ଆଜି ଓ କାଲି ପାଇଁ ବିଭିନ୍ନ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରିYesterdaymore_vert
ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି; ଆଜି ୪୨ ଡିଗ୍ରୀ ଉପରେ ୨୨ ସହରର ତାପମାତ୍ରା, ୪୩.୮ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ2 days agomore_vert
ଲକ୍ଷ୍ମୀପୁର ନିର୍ବାଚନୀ ପ୍ରଚାର ମଇଦାନରେ କାର୍ତ୍ତିକ ପାଣ୍ଡିଆନ: 'ଆପଣ ଯାହା ମାଗିଥିଲେ ତାହା ମିଳିଛି, ଏଇଟା ନବୀନ ପଟ୍ଟନାୟକଙ୍କ ଗ୍ୟାରେଣ୍ଟି'2 days agomore_vert
ଅସହ୍ୟ ତାତିରୁ ମିଳିଲା ଆଶ୍ୱସ୍ତି, କାଳବୈଶାଖୀ ବର୍ଷାରେ ଭିଜିଲା ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳ3 days agomore_vert
ବିକାଶକୁ ବିରୋଧ କରୁଥିବା ବିରୋଧୀ କେବେ ସଫଳ ହେବେ ନାହିଁ, ଲୋକେ ବିରୋଧୀଙ୍କ ଅସଲ ରୂପ ଜାଣିଛନ୍ତି: ନବୀନ3 days agomore_vert
ନେତାଙ୍କୁ ବିଜେଡିର ନୂଆ ଦାୟିତ୍ବ : ଅମର ଶତପଥୀ ହେଲେ ଦଳର ବରିଷ୍ଠ ଉପସଭାପତି, ଶ୍ରୀମୟୀ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି4 days agomore_vert
ହିତାହିତ ଜ୍ଞାନ ହରାଇ ମୁଖ୍ୟମନ୍ତ୍ରୀ ପିନ୍ଧିଥିବା ସମ୍ବଲପୁରୀ ଲୁଙ୍ଗିକୁ ସମାଲୋଚନା କଲେ ଧର୍ମେନ୍ଦ୍ର4 days agomore_vert
ଦୁଇମାସ ହେଲା ଓଡ଼ିଶାକୁ ଯକ୍ଷ୍ମା ଔଷଧ ଯୋଗାଣ ବନ୍ଦ, ବାରମ୍ବାର ଅନୁରୋଧ ପରେ ବି ନିଧଡ଼କ କେନ୍ଦ୍ର ସରକାର4 days agomore_vert
ପ୍ରଚଣ୍ଡ ଖରାରେ ପିଲାଙ୍କୁ ନିର୍ବାଚନ ପ୍ରଚାରରେ ବୁଲାଉଛନ୍ତି ଅପରାଜିତା, CEOଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି4 days agomore_vert
ନିର୍ବାଚନ ପାଇଁ ରାଜଧାନୀ ଆକାଶରେ 'ଚାର୍ଟର୍' ଭିଡ଼, ଏପ୍ରିଲ ମାସରେ ଆସିଲାଣି ୭୬ ନନ୍ ସିଡ୍ୟୁଲ୍ ଫ୍ଲାଇଟ୍4 days agomore_vert
୪ ଦିନ ଯାଏଁ ତାତିରୁ ନାହିଁ ନିସ୍ତାର: ୨୬ ଓ ୨୭ରେ ସିଭିୟର୍ ହିଟୱେଭ୍ ନେଇ ବିଭିନ୍ନ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ4 days agomore_vert
ତାତିରୁ ସାମାନ୍ୟ ଆଶ୍ବସ୍ତି: ଦିନ ୧୧ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ତଳକୁ ଖସିଲା ବିଭିନ୍ନ ସ୍ଥାନର ତାପମାତ୍ରା4 days agomore_vert
ଓଡ଼ିଶା ବିଜେପି ମହିଳା ବିରୋଧୀ, ମିଶନ ଶକ୍ତି ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି ଧର୍ମେନ୍ଦ୍ର ପ୍ରଧାନ: ବିଜେଡ଼ି4 days agomore_vert
SCBରେ କାର୍ଯ୍ୟରତ ଡ଼ାକ୍ତରଙ୍କ ଉପରେ ଲାଗିଲା ଲଗାମ, କାମରେ ଖିଲାପ କଲେ ହେବ ଦୃଢ଼ କାର୍ଯ୍ୟାନୁଷ୍ଠାନ4 days agomore_vert
କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁ ଯାତ୍ରା, ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼4 days agomore_vert
ରାଜଧାନୀରେ ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା ରେକର୍ଡ, ସାଢେ ୨ଟା ସୁଦ୍ଧା ୪୩.୮ ଡିଗ୍ରୀ ଛୁଇଁଲା ପାରା5 days agomore_vert
ବିଜେଡିର ସପ୍ତମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା, ବାଲିକୁଦା ଏରସମାରୁ ନିର୍ବାଚନ ଲଢିବେ ସାରଦା ଜେନା5 days agomore_vert
ନାଁ ନ ନେଇ ଧର୍ମେନ୍ଦ୍ରଙ୍କ ମୁଖା ଖୋଲିଲେ ପାଣ୍ଡିଆନ, ବିଏସ୍କେୱାଇକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି କେନ୍ଦ୍ରମନ୍ତ୍ରୀ6 days agomore_vert
ଜଳୁଛି ଶିମିଳିପାଳ: ରବିବାର ୪୫ଗୋଟି ଫାୟାର ପଏଣ୍ଟ ଚିହ୍ନଟ, ନିୟନ୍ତ୍ରଣ ପାଇଁ ଓଡ୍ରାଫ ଟିମ ସାମିଲ6 days agomore_vert
ଜଳୁଛି ସାରା ଓଡ଼ିଶା : ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଛୁଇଁଲା ତାତି, ୩ ଜିଲ୍ଲାକୁ ଅରେଞ୍ଜ ଓ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ6 days agomore_vert
ପ୍ରତିପୋଷଣ ପାଇଁ 'ଅଦଳବଦଳ' ପ୍ରଥାକୁ ଆଜି ମଧ୍ୟ ବଞ୍ଚାଇ ରଖିଛନ୍ତି ମାଲକାନଗିରି ଜିଲ୍ଲାର କିଛି ଆଦିବାସୀ ସମ୍ପ୍ରଦାୟ6 days agomore_vert
ବଢିଲା ୟୁଟ୍ୟୁବର ମୋନାଲିସା ଭଦ୍ରାଙ୍କ ଅଡୁଆ, ବନ୍ୟଜନ୍ତୁଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିବା ମାମଲାର ତଦନ୍ତ କରିବ ଇଡି6 days agomore_vert
ଖରାକୁ ନାହିଁ ଖାତିର; ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ବି ଗ୍ରାହକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛନ୍ତି ଡେଲିଭରୀ ବୟ7 days agomore_vert